କନ୍ଧମାଳ ବିଜ୍ଞାନ ପାର୍କ ଖୋଲିବା ନେଇ ଅନିଶ୍ଚିତତା: ତାଲା ଝୁଲୁ ଥିବାରୁ ନଷ୍ଟ ହେବାକୁ ବସିଛି ଯନ୍ତ୍ରପାତି ଓ ଉପକରଣ : ମେଧାବୀ ଛାତ୍ରଛାତ୍ରୀ ନିରାଶ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମାସେ ନୁହେଁ କି ଦୁଇ ମାସ ନୁହେଁ। କରୋନା ପାଇଁ ଦୀର୍ଘ ୧୦ ମାସ ହେଲା କନ୍ଧମାଳ ବିଜ୍ଞାନ ପାର୍କରେ ଝୁଲୁଛି ତାଲା।
Read more