କମ୍ୟୁନିଷ୍ଟ ନେତା ନାରାୟଣଙ୍କୁ ଶୁଭେଚ୍ଛା ଜଣାଇଲେ ଅବନୀ ଗୟା

ବ୍ରହ୍ମପୁର,(ଅନିଲ କୁମାର): ଆଜୀବନ କାରାଦଣ୍ଡ ଭୋଗୁଥିବା ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀଙ୍କୁ ଆନ୍ତରୀଣ ଜାମିନ ମିଳି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଗତକାଲି ବାହାରିଛନ୍ତି l

Read more

Advertisement

ଏବେ ଏବେ