କରଞ୍ଜିଆ ଏକଲ ଅଭିଯାନ ପକ୍ଷରୁ ଜିଲ୍ଲସ୍ତରୀୟ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବାମନାଶାଳ ସରୁବାଲି ଖେଳ ପଡିଆ ରେ ଜିଲ୍ଲସ୍ତରୀୟ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ର ସଭାପତିତ୍ୱ ସୁଶ୍ରୀ ସସ୍ମିତା ଦାସଅଧିକାରୀ
Read more


