କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ବିଳମ୍ବ ଯୋଗୁଁ ଉତେଜନା

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କରୋନାରେ ମୃତ ବ୍ୟକ୍ତିଙ୍କର ଶବ ସ୍ମଶାନକୁ ନେବାପରେ ସଂସ୍କାରରେ ବିଳମ୍ବକୁ ନେଇ ମୃତକଙ୍କ ଆତ୍ମୀୟ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି

Read more

Advertisement

ଏବେ ଏବେ