କରୋନା ସଚେତନତା କଲା ଗାଁ କଲ୍ୟାଣ ସମିତି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଢିଆ ଗାଁ କଲ୍ୟାଣ ସମିତି ପକ୍ଷରୁ ଦେବତାଗଢିଆ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ