କରୋନା ସନ୍ଦିଗ୍ଧ ୭ ବର୍ଷର ନାବାଳକ ମୃତ୍ୟୁ

ଭବାନୀପାଟଣା, (ୱାଇଏନ୍‌ଏସ୍‌): କଳାହାଣ୍ଡି ଜିଲ୍ଲାରେ କରୋନା ସନ୍ଦିଗ୍ଧ ରେ ୭ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି।

Read more

Advertisement

ଏବେ ଏବେ