କଳା ଓ କ୍ରିଡା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୦୧୩ ମସିହାରୁ ଅସ୍ଥାୟୀ ଭାବେ କ୍ରିଡା ଓ କଳା ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ସୋମବାର କ୍ରିଡା ଶିକ୍ଷକ
Read more


