କାର୍ତ୍ତିକ ପୁର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ଗୋଟିଏ ଦିନ ପୂର୍ବରୁ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଅଞ୍ଚଳର ଆରାଧ୍ଯା ମାଆ ବୁଢାକେନ୍ଦୁଙ୍କ ୩୦୦ ବର୍ଷ ତଳର ଐତିହାସିକ ପୀଠ I ବର୍ଷ
Read more