କାର୍ଯ୍ୟରତ କନକ ଟିଭି ପ୍ରତିନିଧିଙ୍କୁ ଆନ୍ଧ୍ର ପୋଲିସର ମାତ୍ରାଧିକ ଦୁର୍ବ୍ୟବହାରକୁ ନେଇ ଓଡିଶାରେ ଏତଲା ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ ପାଇଁ ଗଜପତି ସାମ୍ବାଦିକଙ୍କ ଦାବି ।
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କନକ ଟିଭି ପ୍ରତିନିଧି ସୀତାନାଥ ପଣ୍ଡା(୫୨)ଙ୍କୁ ଆନ୍ଧ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ମାତ୍ରାଧିକ ଦୁର୍ବ୍ୟବହାର ଅଭିଯୋଗରେ ଗଜପତି
Read more


