କାର୍ଯ୍ୟରତ ସାମ୍ୱାଦିକଙ୍କୁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନକୁ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ ପ୍ରମୁଖ ରାଜନୈତିକ ଦଳ ଠାରେ ଦାବି
ବ୍ରହ୍ମପୁର,(ଅନିଲ କୁମାର): ଓଡ଼ିଶା ବ୍ୟତୀତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ 60 ବର୍ଷରୁ ଊର୍ଦ୍ଧ୍ଵ ସାମ୍ୱାଦିକମାନଙ୍କୁ ପେନସନ ସହିତ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଇଛି ।
Read more


