କାଶୀନଗର ଉପୋଭୋକ୍ତା ଅଧିକାର ସୁରକ୍ଷା ସମିତିର କାର୍ଯ୍ୟକାରୀ କମିଟି ବୈଠକ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ସ୍ଥାନୀୟ ମଦନ ମୋହନ ମନ୍ଦିର ପରିସରରେ କାଶୀନଗର ଉପଭୋକ୍ତା ଅଧିକାର ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |

Read more

Advertisement

ଏବେ ଏବେ