କାଶୀନଗର ବ୍ଲକର ବିଭିନ୍ନ ସ୍କୁଲରେ ୭୫ବର୍ଷ ପୂର୍ତ୍ତି ଅବସରରେ ଅଜାଦୀକା ଅମୃତ ମହୋତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ “ଆଜାଦୀକା ଅମୃତ ମହୋତ୍ସବ” କାଶୀନଗରର ସମସ୍ତ ବିଦ୍ୟାଳୟ”ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି
Read more


