କାଶୀପୁର ସରମବାଇ ଗ୍ରାମ ନିକଟ ପାହାଡ଼ରେ ବଜ୍ରାଘାତରେ ୩୦ ମଇଁଷି ମୃତ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୂରଘାଟି ପଞ୍ଚାୟତର ସରମବାଇ ଗାଁ ନିକଟର ପାହାଡ଼ ଉପରେ ବଜ୍ରାଘାତ ହେବାରୁ ୩୦ଟି ମଇଁଷିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Read more

Advertisement

ଏବେ ଏବେ