କିଡନୀ ପିଡିତାଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟର ଚିକିତ୍ସା ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଅରେହିକଣା ପଞ୍ଚାୟତର ଅରେହିକଣା ଗ୍ରାମ ନିବାସୀ ସୁବ୍ରତ ତରାଇଙ୍କ ଧର୍ମପତ୍ନୀ ଶଶୀକଳା ଧଳଙ୍କଦୁଇଟି କିଡନୀ ନଷ୍ଟ ହୋଇଯାଇଥିବାରୁ
Read more


