କିଷାନ କଂଗ୍ରେସ ପକ୍ଷରୁ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୁଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଅକ୍ଷୟ ତୃତୀୟା ଅବସରରେ ରବିବାର ଗଂଜାମ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ହିଂଜିଳିକାଟୁ ବ୍ଳକ ଗଣ୍ଡଳା ପଂଚାୟତ ପଳାସି ଗ୍ରାମରେ ଅକ୍ଷିମୁଠି ଅନୁକୁଳ କରାଯାଇଛି ।

Read more

Advertisement

ଏବେ ଏବେ