କୁମାରବେଗ ପଲ୍ଲୀ ଗ୍ରାମରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ, ଓସକମ ତରଫରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ଵ ଆନୁକୁଲ୍ୟରେ ପୋଡାପଦର ପଞ୍ଚାୟତ ଅନ୍ତର୍ଗତ କୁମାରବେଗ ପଲ୍ଲୀ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ
Read more