କୂଅରେ ଫସିଲା ବାରହା ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତ ଅନ୍ତର୍ଗତ କୈଠବେଢା ଗ୍ରାମର ଜଣକ ଘର ବାରିପଟରେ ଥିବା କୂଅରେ ମଙ୍ଗଳବାର ସକାଳୁ ଏକ ବାରହା ପଡ଼ିଯାଇଥିବା ଜଣାପଡିଛି

Read more

Advertisement

ଏବେ ଏବେ