କୃଷକ ବିକାଶ ପରିଷଦ ପକ୍ଷରୁ ରେଳବାଇ ଜମିହରାଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୃଷକ ବିକାଶ ପରିଷଦ ପକ୍ଷରୁ ହରିଦାସପୁର- ପାରାଦୀପ ରେଳପଥ ପାଇଁ ଜମି ହରାଇଥିବା ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

Read more

Advertisement

ଏବେ ଏବେ