କେନ୍ଦ୍ରପଡା ମହାବିଦ୍ୟାଳୟରେ ଆଉ ୫ଟି ବିଷୟରେ ପି.ଜି. ଶ୍ରେଣୀ ଖୋଲିବା ପାଇଁ ଅନୁମତି ମିଳିଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ୫ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତ୍ତକୋତ୍ତର ସମ୍ନାନ(ପି.ଜି.)
Read more



