କେନ୍ଦ୍ରାପଡାର ଉପଜିଲ୍ଲାପାଳ ଭାବେ ଯୋଗଦେଲେ ନିରଞ୍ଜନ ବେହେରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ନୂତନ ଉପଜିଲ୍ଲାପାଳ ଭାବେ ନିରଞ୍ଜନ ବେହେରା ଆଜି ଯୋଗଦେଇଛନ୍ତି । ଶ୍ରୀ ବେହେରା ଟାଙ୍ଗି-ଚୈାଦ୍ୱାରର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ ।

Read more

Advertisement

ଏବେ ଏବେ