କେନ୍ଦ୍ରାପଡା କଲେଜରେ +୨ କଲେଜ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ କରାଇବାକୁ ମସୁଧା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହାବିଦ୍ୟାଳୟରେ ଅଧୁନା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ଗୋପାଳ ଚନ୍ଦ୍ର ବେହେରା ଆସନ୍ତା ନଭେମ୍ବରମାସ ୩୦ତାରିଖରେ ଅବସର ଗ୍ରହଣ କରିବେ ।

Read more

Advertisement

ଏବେ ଏବେ