କେନ୍ଦ୍ରାପଡା ବ୍ଲକରେ ଗାଁସାଥିମାନଙ୍କ ପାଇଁ ତାଲିମ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପଞ୍ଚାୟତ ସମିତି କନଫରେନ୍ସ ହଲରେ ଗାଁ ସାଥି ବା ମେଟ୍ ମାନଙ୍କ ପାଇଁ ଏକ ରିଫ୍ରେସର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ