ନୀଳଗିରିରେ ଆଇନ ବୋଲି କିଛି ନାହିଁ, କେବଳ ଇଟାଭାଟି ଚୋର ଆଇନ ତିଆରି କରି ରାଜ୍ କରୁଛନ୍ତି ପ୍ରଶାସନ ଖାଉଚୁ ଟଙ୍କା
ନୀଳଗିରି (ଜୁଗାବ୍ଦ ନ୍ୟୁଜ୍): ସୁପ୍ରିମ୍କୋର୍ଟ ଚିମିନି ଇଟାଭାଟି ଉପରେ ସ୍ୱତନ୍ତ୍ର ଗାଇଡ ଲାଇନ ଜରିଆରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଇଟାଭାଟି ଚାଲିବା ଆଦୌ ସମ୍ଭବପର ନୁହେଁ
Read more


