କେବିନରେ ନିଆଁ ଲଗାଇଲେ ଦୁବୃର୍ତ : ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ିଗଲା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ): ହିଂଜିଳି ଥାନା ବୁରୁପୋଡ଼ା ଗ୍ରାମ ହାଇସ୍କୁଲ ଛକରେ ଥିବା ପ୍ରକାଶ ଖଟାଇଙ୍କ ମୋବାଇଲ ରିପେରିଂ ଦୋକାପରେ କେହି ଦୁବୃର୍ତ ନିଆଁ ଲଗାଇଦେଇଛି ।

Read more

Advertisement

ଏବେ ଏବେ