କେରଳରେ ଦାଦନ ଶ୍ରମିକର ମୃତ୍ୟୁ

ଭଞ୍ଜନଗର,(ସନ୍ତୋଷ ଜେନା) : ରୋଜଗାର ପାଇଁ କେରଳ ଯାଇ ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତ ଖମାରେଡି ଗ୍ରାମର ନରସିଂହ ସ୍ୱାଇଁ (୪୫) ଙ୍କ ଅକାଳ ବିୟୋଗ ଘଟିଛି।

Read more

Advertisement

ଏବେ ଏବେ