କୋକଲୁଣ୍ଡାରେ ସ୍ୱାସ୍ଥ୍ୟ ସ୍ୱତନ୍ତ୍ର କୋଭିଡ ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା;୪ ଗିରଫ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ସ୍ୱାବ୍ ସଂଗ୍ରହ ପୁର୍ବରୁ ସ୍ଥାନ ନିର୍ଦ୍ଧାରଣ କରିବା ପାଇଁ ଉଢୁରା ପଞ୍ଚାୟତ କୋକଲୁଣ୍ଡା ଯାଇଥିବା କୋଭିଡ ମୁକାବିଲା ପାଇଁ ବେଲଗୁଣ୍ଠାରେ ସ୍ୱତନ୍ତ୍ର ନିଯୁକ୍ତି ହୋଇଥିବା ଓ.ଏସ.ଡି
Read more


