କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ଓ ମନ୍ଦିରରେ ବାଲିକଢ଼ା କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ଓ ମନ୍ଦିର ଗର୍ଭ ଗୃହରୁ ବାଲିକଢ଼ା କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।
Read more