କୋଭିଡ-୧୯ ନିୟନ୍ତ୍ରଣ ୪ରୁ ୫ ବର୍ଷ ଲାଗିପାରେ: ହୁ

ଜେନେଭା: କୋଭିଡ-୧୯କୁ ନିୟନ୍ତ୍ରଣକୁ ଆଣିବା ପାଇଁ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଲାଗିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବୈଜ୍ଞାନିକମାନେ ମତ ଦେବା ଆରମ୍ଭ କରିଛନ୍ତି।

Read more

Advertisement

ଏବେ ଏବେ