କୋରାପୁଟ ଜିଲ୍ଲାରେ ହେବ ଅର୍ନ୍ତରାଷ୍ଟ୍ରୀୟ ସ୍ତରୀୟ ଆଦିବାସୀ ସଂଗ୍ରହାଳୟ

କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲାର ଲୋକକଳା ପରବ ୨୦୨୪ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ନେଇ ଆସିଛି ବିକାଶର ବାର୍ତ୍ତା। ବିକାଶର ଅସରନ୍ତି ଭଣ୍ଡାରରେ ପରିପୂର୍ଣ ହେବ କୋରାପୁଟ ଜିଲ୍ଲା।

Read more

Advertisement

ଏବେ ଏବେ