କ୍ଷୁଦ୍ରଗଳ୍ପ “ସୁବର୍ଣ୍ଣ ଯୁଗର ଗଳ୍ପ” ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ରିଡିଂରୁମ ପରିସରରେ ସତୀର୍ଥ ପ୍ରକାଶନ ପକ୍ଷରୁ ପ୍ରକାଶିତ କ୍ଷୁଦ୍ରଗଳ୍ପ “ସୁବର୍ଣ୍ଣ ଯୁଗର ଗଳ୍ପ” ନାମକ ପୁସ୍ତକ ରବିବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି ।

Read more

Advertisement

ଏବେ ଏବେ