କ୍ୱାରେଣ୍ଟାଇନ ସେଣ୍ଟର ବୁଲିଲେ ଓ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ

ହାଟଡ଼ିହି,(ଓ୍ବାଇଏନ୍ଏସ୍):ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବୁଲିବା ସହିତ କିଛି ପଞ୍ଚାୟତରେ ଦିଆଯାଉଥିବା ରନ୍ଧାଖାଦ୍ୟର ମାନ ପରୀକ୍ଷା କରିଥିଲେ ।

Read more

Advertisement

ଏବେ ଏବେ