ଗଜପତି ମହାବିଦ୍ୟାଳୟର ଚୈକି ଟେବୁଲ, ଖୋଲା ଆକାଶ ତଳେ ପଡି ଖତ ଖାଉଚି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ତିତ ଶ୍ରୀକ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଶ୍ରେଣୀବିଭାଗ ମଧ୍ୟରେ ଥିବା ଚୈକି ଟେବୁଲ,ଛାତ୍ର
Read more