ଗଜପତି:ଟ୍ରାକ୍ଟର ସହ ବାଇକ୍ ଧକ୍କା,ଜଣେ ମହିଳା ମୃତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଏକ ଟ୍ରାକ୍ଟର ସହ ମୋଟର ବାଇକ୍ ଧକ୍କା ହେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ