ଗଜପତିରୁ ଆନ୍ଧ୍ରକୁ ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକରୁ ଏକ ଅଟୋ ଦ୍ୱାରା ପିଡିଏସ ଚାଉଳ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବାବେଳେ ଜବତ କରାଯାଇଥିବା ସୂଚନା ମିଳିଛି.

Read more

Advertisement

ଏବେ ଏବେ