ବେଙ୍ଗାଲୁରୁ ଘରୋଇ କମ୍ପାନୀ ଅଗ୍ନିକାଣ୍ଡରେ ଗଜପତି ଶ୍ରମିକଙ୍କ ମୃତ୍ୟୁ;ଶବକୁ ଗ୍ରାମରେ ପହଞ୍ଚାଇବାକୁ ମନାକଲା କମ୍ପାନୀ,ଗଜପତି ଜିଲ୍ଲାପାଳଙ୍କ ସହେଯାଗରେ ଶବ ଆଣିବାକୁ ଗଲେ ପତ୍ନୀ ଓ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲାଇଲାଇ ଗ୍ର।।ମପଞ୍ଚାୟତ ସାନଲୋବା ଗ୍ରାମର ବିଜୟ ଶବର(୩୪)ଙ୍କ ବେଙ୍ଗାଲୁରୁ ଠାରେ ଏକ ଘରୋଇ କମ୍ପାନୀରେ
Read more


