ଗଜପତି ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ୍ ୩୦ ଜୁନ ପର୍ଯ୍ୟନ୍ତ ଜାରି  

ପାରଳାଖେମୁଣ୍ଡି,   (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ନୁତନ ଗାଇଡଲାଇନ୍‌କୁ ଜିଲ୍ଲାପାଳ ଅନୁପମ ସାହା ଘୋଷଣା କରିଛନ୍ତି ।

Read more

Advertisement

ଏବେ ଏବେ