ଗଡଖଙ୍କିରାଦୋଳମହୋତ୍ସବ ଉଦଘାଟିତ

ଢେଙ୍କାନାଳ, (ତାପସଦାସ):ଢ଼େଙ୍କାନାଳ ଜିଲ୍ଲାର ସୀମାନ୍ତ ଗ୍ରାମରୂପେ ପରିଚିତ ଗଁଦିଆ ବ୍ଲକ୍ ରଗଡଖଙ୍କିରା ଏକ ଐତିହ୍ୟସଂପନ୍ନ ଗ୍ରାମରୂପେ ପରିଚିତ ହୋଇଥିବାବେଳେ ଦୋଳପୂର୍ଣ୍ଣିମା ଓ ହୋଲି ମହାଆଡମ୍ବରରେ ପାଳିତ ହୋଇଯାଇଛି।

Read more

Advertisement

ଏବେ ଏବେ