ଗରାପୁରର ହାସିନା ବିବିଙ୍କ ମୃତ୍ୟୁ

କେନ୍ଦ୍ରାପଡା :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ମହମ୍ମଦ ୟୁନୁସଙ୍କ ପତ୍ନୀ ହାସିନା ବିବିଙ୍କ ୬୨ବର୍ଷ ବୟସରେ ଆଜି ହୃଦଘାତରେ ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ