ଗାଁକୁ ଗାଁ ବୁଲି ସମସ୍ୟା ବୁଝୁଛନ୍ତି ଡ. ତିରୁପତି ପାଣିଗ୍ରାହୀ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଗାଁକୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝୁଥିବାର ଜଣାପଡିଛି ।

Read more

Advertisement

ଏବେ ଏବେ