ଗାଙ୍ଗପୁରରେ ଭଜନ ସନ୍ଧ୍ୟା ଦୃଷ୍ଟିହୀନ କଳାକାରଙ୍କ ଗୀତରେ ଝୁମିଲେ ଶ୍ରୋତା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସୋମବାର ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ମୁଖ୍ୟ ସଡ଼କ ପାର୍ଶ୍ୱରେ ଦୃଷ୍ଟିହୀନ କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି I

Read more

Advertisement

ଏବେ ଏବେ