ଗୁଗୁଲରେ ସ୍ଥାନ ପାଇଲା ଓଡିଆ ଟ୍ରାନ୍ସଲେସନ

ନୂଆଦିଲ୍ଲୀ : ଏଣିକି ଗୁଗୁଲରେ ଓଡ଼ିଆ ଟ୍ରାନ୍ସଲେସନ ବା ଓଡ଼ିଆ ଅନୁବାଦ ହୋଇପାରିବ। ବ୍ୟବହାରକାରୀମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶବ୍ଦକୁ ଓଡିଆରେ ଅନୁବାଦ କରିପାରିବେ।

Read more

Advertisement

ଏବେ ଏବେ