ଗୋରୁମହିଷାଣୀରେ ଗାୟତ୍ରୀ ସଂଗଠନ ତରଫରୁ ଅସହାୟଙ୍କୁ କମ୍ବଳ ବଣ୍ଟନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀରେ ଆଧ୍ୟାତ୍ମିକ ସଂଗଠନ’ଗାୟତ୍ରୀ ସଂଗଠନ’ତରଫରୁ ଅସହାୟ ବୃଦ୍ଧବୃଦ୍ଧା ,ଦିବ୍ଯାଙ୍ଗ,ରାସ୍ତା ଓ ରେଳ ଷ୍ଟେସନରେ ପ୍ରବଳ ଶୀତରେ ଜୀବନ ଯାପନ କରୁଥିବା
Read more


