ଗ୍ରାମଦେବତୀଙ୍କ ପୀଠ ଉନ୍ନତିକରଣ ଦାବି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ନିକଟ ବୈତରଣୀ କୂଳରେ ଅବସ୍ଥିତ ଗ୍ରାମଦେବତୀ ମାଆ ମଙ୍ଗଳାଙ୍କ ପୀଠର ଉନ୍ନତି ପାଇଁ ଦାବି ହୋଇଛି ।

Read more

Advertisement

ଏବେ ଏବେ