ବିଦ୍ୟାଳୟରୁ ପୁଣି ଚୋରି ଉଦ୍ୟମ, ଗ୍ରାମବାସୀଙ୍କ ଅସନ୍ତୋଷ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ତିନୋଟି ବିଦ୍ୟାଳୟରୁ ତାଲାଭାଙ୍ଗି ଚୋରି ଉଦ୍ୟମ କରାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ
Read more


