ଘରେ ପଶି କଳାକନା ବୁଲାଇଲେ ଚୋର : ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଚୋରୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜୁଇଦାସପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ କେହିନଥିବାର ସୁଯୋଗରେ ଚୋର ପଶି କଳାକନା ବୁଲାଇ ଦେଇଛନ୍ତି ।

Read more

Advertisement

ଏବେ ଏବେ