ଘର ଆଗରୁ ବାଇକ ଚୋରି ଥାନାରେ ଲିଖିତ ଅଭିଯୋଗ

ନାଉଗାଁ, ,(ଯୁଗାବ୍ଦ ନ୍ୟୁଜ୍ ):ନାଉଗାଁ ଥାନା ଅନ୍ତର୍ଗତ କାନୁନଗୋସାହି ଗ୍ରାମର ପରେଶ କୁମାର ସାହୁଙ୍କର ବାଇକ ଚୋରି ଯାଇଥିବା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି ।

Read more

Advertisement

ଏବେ ଏବେ