ଘର ଭିତରୁ ମହିଳା ଙ୍କ ମୃତଦେହ ଜବତ ; ସ୍ଵାମୀ ଥାନାରେ ଅଟକ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ମେନ୍ ରୋଡ କାନରା ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଘର ଭିତରେ ଜଣେ ବିବାହିତା ମହିଳା  ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

Read more

Advertisement

ଏବେ ଏବେ