ଘୋଡାହଡ ନଦୀରେ ଭିନ୍ନକ୍ଷମ ମହିଳା ନିଖୋଜ : ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପୁରୁଣା ମୌଳାଭଞ୍ଜା ଗ୍ରାମ ନିକଟସ୍ଥ ଘୋଡାହଡ ନଦୀରେ ମଙ୍ଗଳବାର ସକାଳୁ ଜଣେ ଭିନ୍ନକ୍ଷମ ବିଧବା ମହିଳା ନିଖୋଜ ରହିଥିବା ଜଣାପଡିଛି ।

Read more

Advertisement

ଏବେ ଏବେ