ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ନିର୍ବାଚନ : ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତ ପ୍ରାର୍ଥୀ ନିର୍ବାଚିତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟିର କର୍ମକର୍ତ୍ତା ନିର୍ବାଚନ ବୁଧବାର ସ୍ଥାନୀୟ ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା
Read more


