ଘୋଷରାପଦାରେ ନଳକୂପ ଅଚଳ; ପିଇବା ପାଣି ସମସ୍ୟାରେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମରେ ଏକ ନଳକୂପ ଅଚଳ ହୋଇପଡିଥିବାରୁ ଲୋକମାନେ ପିଇବା ପାଣିପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି

Read more

Advertisement

ଏବେ ଏବେ